Text copied!
Bibles in Odia

ଗୀତସଂହିତା 26:8-9 in Odia

Help us?

ଗୀତସଂହିତା 26:8-9 in ଓଡିଆ ବାଇବେଲ

8 ହେ ସଦାପ୍ରଭୁ, ମୁଁ ତୁମ୍ଭର ନିବାସ-ଗୃହକୁ ଓ ତୁମ୍ଭ ଗୌରବର ବାସସ୍ଥାନକୁ ସ୍ନେହ କରେ।
9 ପାପୀମାନଙ୍କ ସଙ୍ଗେ ମୋ’ ପ୍ରାଣକୁ କିଅବା ରକ୍ତପାତକାରୀ ମନୁଷ୍ୟମାନଙ୍କ ସଙ୍ଗେ ମୋ’ ଜୀବନକୁ ସଂଗ୍ରହ କର ନାହିଁ।
ଗୀତସଂହିତା 26 in ଓଡିଆ ବାଇବେଲ