Text copied!
Bibles in Odia

ଗୀତସଂହିତା 25:15-16 in Odia

Help us?

ଗୀତସଂହିତା 25:15-16 in ଓଡିଆ ବାଇବେଲ

15 ସଦାବେଳେ ସଦାପ୍ରଭୁଙ୍କ ଆଡ଼େ ମୋହର ଦୃଷ୍ଟି ଥାଏ; କାରଣ ସେ ଜାଲରୁ ମୋହର ଚରଣ ଉଦ୍ଧାର କରିବେ।
16 ମୋ’ ପ୍ରତି ଫେର ଓ ମୋ’ ପ୍ରତି ଦୟା କର; କାରଣ ମୁଁ ଅସହାୟ ଓ ଦୁଃଖଗ୍ରସ୍ତ ଅଟେ।
ଗୀତସଂହିତା 25 in ଓଡିଆ ବାଇବେଲ