Text copied!
Bibles in Odia

ଗୀତସଂହିତା 18:12-13 in Odia

Help us?

ଗୀତସଂହିତା 18:12-13 in ଓଡିଆ ବାଇବେଲ

12 ତାହାଙ୍କ ସମ୍ମୁଖବର୍ତ୍ତୀ ତେଜରେ ତାହାଙ୍କର ନିବିଡ଼ ମେଘମାଳ ଶିଳାବୃଷ୍ଟି ଓ ପ୍ରଜ୍ୱଳିତ ଅଙ୍ଗାର ନିର୍ଗତ କଲା।
13 ସଦାପ୍ରଭୁ ମଧ୍ୟ ଆକାଶମଣ୍ଡଳରେ ବଜ୍ରନାଦ କଲେ ଓ ସର୍ବୋପରିସ୍ଥ ଆପଣା ରବ ଉଚ୍ଚାରଣ କଲେ।
ଗୀତସଂହିତା 18 in ଓଡିଆ ବାଇବେଲ