Text copied!
Bibles in Odia

ଗୀତସଂହିତା 148:4-5 in Odia

Help us?

ଗୀତସଂହିତା 148:4-5 in ଓଡିଆ ବାଇବେଲ

4 ହେ ସ୍ୱର୍ଗର ସ୍ୱର୍ଗ ଓ ଗଗନୋପରିସ୍ଥ ଜଳସମୂହ, ତୁମ୍ଭେମାନେ ତାହାଙ୍କର ପ୍ରଶଂସା କର।
5 ଏମାନେ ସଦାପ୍ରଭୁଙ୍କ ନାମର ପ୍ରଶଂସା କରନ୍ତୁ; କାରଣ ସେ ଆଜ୍ଞା କରନ୍ତେ, ଏମାନେ ସୃଷ୍ଟ ହେଲେ।
ଗୀତସଂହିତା 148 in ଓଡିଆ ବାଇବେଲ