Text copied!
Bibles in Odia

ଗୀତସଂହିତା 148:10-12 in Odia

Help us?

ଗୀତସଂହିତା 148:10-12 in ଓଡିଆ ବାଇବେଲ

10 ବନ୍ୟ ଓ ସକଳ ଗ୍ରାମ୍ୟ ପଶୁ; ଉରୋଗାମୀ ଓ ଉଡ୍‍ଡୀୟମାନ ପକ୍ଷୀଗଣ;
11 ପୃଥିବୀର ରାଜାଗଣ ଓ ସକଳ ଗୋଷ୍ଠୀ; ଅଧିପତିଗଣ ଓ ପୃଥିବୀର ସକଳ ବିଚାରକର୍ତ୍ତା।
12 ଯୁବକ ଓ ଯୁବତୀମାନେ; ବୃଦ୍ଧ ଓ ବାଳକମାନେ;
ଗୀତସଂହିତା 148 in ଓଡିଆ ବାଇବେଲ