Text copied!
Bibles in Odia

ଗୀତସଂହିତା 136:17-18 in Odia

Help us?

ଗୀତସଂହିତା 136:17-18 in ଓଡିଆ ବାଇବେଲ

17 ଯେ ମହାରାଜାଗଣକୁ ସଂହାର କଲେ, ତାହାଙ୍କର (ଧନ୍ୟବାଦ କର;) କାରଣ ତାହାଙ୍କ ଦୟା ଅନନ୍ତକାଳସ୍ଥାୟୀ;
18 ପରାକ୍ରାନ୍ତ ରାଜାମାନଙ୍କୁ ସଂହାର କଲେ ସେ; କାରଣ ତାହାଙ୍କ ଦୟା ଅନନ୍ତକାଳସ୍ଥାୟୀ;
ଗୀତସଂହିତା 136 in ଓଡିଆ ବାଇବେଲ