Text copied!
Bibles in Odia

ଗୀତସଂହିତା 132:8-9 in Odia

Help us?

ଗୀତସଂହିତା 132:8-9 in ଓଡିଆ ବାଇବେଲ

8 ହେ ସଦାପ୍ରଭୁ, ଉଠ, ତୁମ୍ଭେ ସ୍ୱପରାକ୍ରମର ସିନ୍ଦୁକ ସହିତ ଆପଣା ବିଶ୍ରାମ-ସ୍ଥାନକୁ ଗମନ କର।
9 ତୁମ୍ଭର ଯାଜକମାନେ ଧର୍ମରୂପ ବସ୍ତ୍ର ପରିହିତ ହେଉନ୍ତୁ; ପୁଣି, ତୁମ୍ଭ ସଦ୍‍ଭକ୍ତମାନେ ଆନନ୍ଦଧ୍ୱନି କରନ୍ତୁ।
ଗୀତସଂହିତା 132 in ଓଡିଆ ବାଇବେଲ