Text copied!
BREAK EVERY YOKE
About
Bibles
All Languages
All Translations
All Countries
Back to Homepage
About Break Every Yoke
Bibles in Odia
ଗୀତସଂହିତା 130:1-3 in Odia
Help us?
ଗୀତସଂହିତା 130:1-3
in
ଓଡିଆ ବାଇବେଲ
1
ଆରୋହଣ-ଗୀତ। ହେ ସଦାପ୍ରଭୁ, ମୁଁ ଗଭୀର ଜଳରେ ଥାଇ ତୁମ୍ଭ ନିକଟରେ ଡାକ ପକାଇଅଛି।
2
ହେ ପ୍ରଭୁ, ମୋ’ ରବ ଶୁଣ; ତୁମ୍ଭ କର୍ଣ୍ଣ ମୋ’ ବିନତି-ରବରେ ମନୋଯୋଗ କରୁ।
3
ହେ ସଦାପ୍ରଭୁ, ତୁମ୍ଭେ ଯଦି ଅପରାଧସବୁ ଧରିବ, ତେବେ ହେ ପ୍ରଭୁ, କିଏ ଠିଆ ହେବ ?
ଗୀତସଂହିତା 130 in ଓଡିଆ ବାଇବେଲ
Home
About
Donate
Patreon
Privacy
Terms