Text copied!
Bibles in Odia

ଗୀତସଂହିତା 126:5-6 in Odia

Help us?

ଗୀତସଂହିତା 126:5-6 in ଓଡିଆ ବାଇବେଲ

5 ଯେଉଁମାନେ କାନ୍ଦି କାନ୍ଦି ବିହନ ବୁଣନ୍ତି, ସେମାନେ ଆନନ୍ଦ କରୁ କରୁ ଶସ୍ୟ କାଟିବେ।
6 ଯଦ୍ୟପି ସେ ବିହନ ବହି କାନ୍ଦି କାନ୍ଦି ଆପଣା ପଥରେ ଯାଏ, ତଥାପି ସେ ବିଡ଼ା ଘେନି ଆନନ୍ଦ କରୁ କରୁ ନେଉଟି ଆସିବ।
ଗୀତସଂହିତା 126 in ଓଡିଆ ବାଇବେଲ