Text copied!
Bibles in Odia

ଗୀତସଂହିତା 119:47-48 in Odia

Help us?

ଗୀତସଂହିତା 119:47-48 in ଓଡିଆ ବାଇବେଲ

47 ପୁଣି, ମୁଁ ତୁମ୍ଭର ଯେଉଁ ଆଜ୍ଞାସମୂହ ସ୍ନେହ କରିଅଛି, ତହିଁରେ ଆପଣାକୁ ଆନନ୍ଦିତ କରିବି।
48 ଆହୁରି, ମୁଁ ତୁମ୍ଭର ଯେଉଁ ଆଜ୍ଞାସମୂହ ସ୍ନେହ କରିଅଛି, ତହିଁ ନିକଟରେ କୃତାଞ୍ଜଳି ହେବି; ପୁଣି, ମୁଁ ତୁମ୍ଭର ବିଧିସବୁ ଧ୍ୟାନ କରିବି।
ଗୀତସଂହିତା 119 in ଓଡିଆ ବାଇବେଲ