Text copied!
Bibles in Odia

ଗୀତସଂହିତା 119:36-37 in Odia

Help us?

ଗୀତସଂହିତା 119:36-37 in ଓଡିଆ ବାଇବେଲ

36 ଲୋଭ ପ୍ରତି ନୁହେଁ, ମାତ୍ର ତୁମ୍ଭ ପ୍ରମାଣ-ବାକ୍ୟ ପ୍ରତି ମୋ’ ଚିତ୍ତର ସ୍ନେହ ଜନ୍ମାଅ।
37 ଅସାର ଦର୍ଶନରୁ ମୋହର ଚକ୍ଷୁ ଫେରାଅ ଓ ତୁମ୍ଭ ପଥରେ ମୋତେ ସଚେତ କର।
ଗୀତସଂହିତା 119 in ଓଡିଆ ବାଇବେଲ