Text copied!
Bibles in Odia

ଗୀତସଂହିତା 119:128-129 in Odia

Help us?

ଗୀତସଂହିତା 119:128-129 in ଓଡିଆ ବାଇବେଲ

128 ଏଣୁ ମୁଁ ସବୁ ବିଷୟରେ ତୁମ୍ଭର ସକଳ ବିଧାନ ଯଥାର୍ଥ ଜ୍ଞାନ କରେ ଓ ପ୍ରତ୍ୟେକ ମିଥ୍ୟାପଥ ଘୃଣା କରେ।
129 ପେ। ତୁମ୍ଭ ପ୍ରମାଣ-ବାକ୍ୟସକଳ ଆଶ୍ଚର୍ଯ୍ୟ; ଏଥିପାଇଁ ମୋ’ ପ୍ରାଣ ତାହାସବୁ ପାଳନ କରେ।
ଗୀତସଂହିତା 119 in ଓଡିଆ ବାଇବେଲ