Text copied!
Bibles in Odia

ଗୀତସଂହିତା 119:110-111 in Odia

Help us?

ଗୀତସଂହିତା 119:110-111 in ଓଡିଆ ବାଇବେଲ

110 ଦୁଷ୍ଟମାନେ ମୋ’ ପାଇଁ ଫାନ୍ଦ ପାତିଅଛନ୍ତି; ତଥାପି ମୁଁ ତୁମ୍ଭ ବିଧାନରୁ ବିପଥଗାମୀ ହେଲି ନାହିଁ।
111 ମୁଁ ତୁମ୍ଭ ପ୍ରମାଣ-ବାକ୍ୟସକଳକୁ ସଦାକାଳ ଅଧିକାର ରୂପେ ଗ୍ରହଣ କରିଅଛି; କାରଣ ତାହାସବୁ ମୋ’ ଚିତ୍ତର ଆହ୍ଲାଦଜନକ।
ଗୀତସଂହିତା 119 in ଓଡିଆ ବାଇବେଲ