Text copied!
Bibles in Odia

ଉପଦେଶକ 7:23-24 in Odia

Help us?

ଉପଦେଶକ 7:23-24 in ଓଡିଆ ବାଇବେଲ

23 ମୁଁ ଜ୍ଞାନ ଦ୍ୱାରା ଏହିସବୁ ପରୀକ୍ଷା କରିଅଛି। ମୁଁ କହିଲି, “ମୁଁ ଜ୍ଞାନୀ ହେବି,” ମାତ୍ର ତାହା ମୋ’ଠାରୁ ଦୂର ଥିଲା।
24 ଯାହା ଅଛି, ତାହା ଦୂରରେ ଅଛି ଓ ଅତି ଗଭୀର; ତାହା କିଏ ପାଇ ପାରେ ?
ଉପଦେଶକ 7 in ଓଡିଆ ବାଇବେଲ