Text copied!
CopyCompare
ଓଡିଆ ବାଇବେଲ - ହିତୋପଦେଶ - ହିତୋପଦେଶ 7

ହିତୋପଦେଶ 7:25-27

Help us?
Click on verse(s) to share them!
25ତୁମ୍ଭର ଚିତ୍ତ ତାହାର ମାର୍ଗରେ ନ ଯାଉ, ତୁମ୍ଭେ ତାହାର ପଥରେ ବିପଥଗାମୀ ହୁଅ ନାହିଁ।
26ଯେହେତୁ ସେ ଅନେକଙ୍କୁ କ୍ଷତବିକ୍ଷତ କରି ପକାଇ ଅଛି, ହଁ, ତାହାର ହତ ଲୋକସକଳ ଅପାର।
27ତାହାର ଗୃହ ପାତାଳକୁ ଯିବାର ବାଟ, ଯାହା ମୃତ୍ୟୁୁର ଆଳୟକୁ ଯାଏ।

Read ହିତୋପଦେଶ 7ହିତୋପଦେଶ 7
Compare ହିତୋପଦେଶ 7:25-27ହିତୋପଦେଶ 7:25-27